ଅମ୍ବାଲାରେ ଅବତରଣ କଲା ରାଫେଲ୍: ୫ ଅତ୍ୟାଧୁନିକ ଲଢ଼ୁଆ ବିମାନକୁ ସ୍ବାଗତ କଲା ଭାରତ

ନୂଆଦିଲ୍ଲୀ: ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟିଛି। ଭାରତ ମାଟି ଛୁଇଁଛି ରାଫେଲ୍। ଫ୍ରାନ୍ସ୍‌ରୁ ପ୍ରଥମ ପର୍ଯ୍ୟାୟରେ ଆସିଥିବା ପାଞ୍ଚଟି ରାଫେଲ୍ ‌ଲଢୁଆ ଜେଟ୍ ହରିୟାଣାର ଅମ୍ବାଲା ଏୟାର ବେସରେ ଅବତରଣ କରିଛି । ଭାରତୀୟ ବାୟୁସେନାର ବହୁ ବରିଷ୍ଠ ଅଧିକାରୀ ଅମ୍ବାଲା ବେସରେ ଉପସ୍ଥିତ ରହି ବିମାନଗୁଡ଼ିକୁ ସ୍ବାଗତ କରିଛନ୍ତି। ଆଜି ସକାଳେ ୟୁନାଇଟେଡ୍ ଆରବ ‌ଏମିରେଟ୍‌ସ୍‌ରୁ ଉଡାଣ କରିଥିବା ୫ଟି ରାଫେଲ୍ କିଛି ସମୟ ପୂର୍ବରୁ ଭାରତୀୟ ଆକାଶ … Continue reading ଅମ୍ବାଲାରେ ଅବତରଣ କଲା ରାଫେଲ୍: ୫ ଅତ୍ୟାଧୁନିକ ଲଢ଼ୁଆ ବିମାନକୁ ସ୍ବାଗତ କଲା ଭାରତ